କେନ୍ଦୁଝର ସଦର ପୋଲିସ ର ମଦ ଜବତ
କେନ୍ଦୁଝର __ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶୁଆ କାଠି ଗ୍ରାମରେ ଆଜି ସନ୍ଧ୍ୟା ରେ ସଦର ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ରେ ମଦ ଜବତ କରିବା ସହିତ ବିପୁଳ ପରିମାଣ ର ମହୁଲ ପୋଚ କୁ ସଦର ପୋଲିସ ନଷ୍ଠ କରି ଦେଇଛି ସୂଚନା ଅନୁସାରେ ଆଜି ସନ୍ଧ୍ୟା ରେ ସଦର ଆଇ ଆଇ ସି. ସ୍ମୃତି ପ୍ରଧାନ ଙ୍କ ନେତୃତ୍ୱ ରେ ସଦର ଥାନା si ତ୍ରୀନାଥ ସେଠି କଂ ସହ ସଦର ପୋଲିସ ଶୁଆ କାଠି ର ହ୍ୱିଲଟପ ରେ ଚଢ଼ାଉ କରିଥିଲେ ଚଢ଼ାଉ ସମୟରେ କିଛି ମଦ ମାଫିଆ ଫେରା ର ହୋଇ ଯାଇଥିବା ବେଳେ ସଦର ଥାନା ପୋଲିସ ମଦ ତିଆରି ଏବଂ ବିକ୍ରି ଅଭିଯୋଗ ରେ କୀର୍ତନ ମୁଣ୍ଡା 36ବର୍ଷ କୁଂ ଗିରଫ କରିଛି



0 Comments